Skip to main content
See every side of every news story
Published loading...Updated

ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ସନ୍ଦେହଜନକ ମୃତ୍ୟୁ; ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର

Summary
ନୂଆଦିଲ୍ଲୀ : ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୁରାଗ ଧନକରଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୋମବାର ସେ ନିଜ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲାସ୍ଥିତ ଜିବିପି ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜ୍ୟର ଶୀର୍ଷ ପୋଲିସ ଅଧିକାରୀଙ୍କ ଏପରି ଆକସ୍ମିକ ମୃତ୍ୟୁ ପ୍ରଶାସନିକ ଓ ପୋଲିସ ମହଲକୁ ସ୍ତବ୍ଧ କରିଦେଇଛି। ଖବର ପାଇ ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୧୯୯୪ ବ୍ୟାଚ୍‌ର ତ୍ରିପୁରା କ୍ୟାଡର୍ ଆଇପିଏସ୍  ଅଧିକାରୀ ଅନୁରାଗ ଧନକର ମେ ୨୦୨୫ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। The post ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ସନ୍ଦେହଜନକ ମୃତ୍ୟୁ; ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Mobile News 24x7 Odia.
DisclaimerThis story is only covered by news sources that have yet to be evaluated by the independent media monitoring agencies we use to assess the quality and reliability of news outlets on our platform. Learn more here.

Bias Distribution

  • There is no tracked Bias information for the sources covering this story.

Factuality Info Icon

To view factuality data please Upgrade to Premium

Ownership

Info Icon

To view ownership data please Upgrade to Vantage

Mobile News 24x7 English broke the news on Monday, July 20, 2026.
Too Big Arrow Icon
Sources are mostly out of (0)
News
Feed Dots Icon
For You
Search Icon
Search
Blindspot LogoBlindspotLocal