Published 11 hours ago • loading... • Updated 11 hours ago
ଆକାଉଣ୍ଟ ଚେକ କରନ୍ତୁ … ଆସିବ ପିଏମ୍ କିଷାନ ଟଙ୍କା
Summary
1 Articles
1 Articles
ଆକାଉଣ୍ଟ ଚେକ କରନ୍ତୁ … ଆସିବ ପିଏମ୍ କିଷାନ ଟଙ୍କା
ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆକାଉଣ୍ଟକୁ ଆସିବ ଟଙ୍କା । ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି ବାବଦକୁ ୯ କୋଟି ୩୪ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ୧୮ ହଜାର ୬୯୦ କୋଟି ଟଙ୍କା। ଗୁଜରାଟର ବନସକଣ୍ଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇବେ ଟଙ୍କା । ଏହାସହ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ସ୍ଥାପିତ ୫୨୧ଟି ୟୁନିଟ୍ର ଲୋକାର୍ପଣ କରିବେ। ଏହାଦ୍ୱାରା କୃଷି ସଂରକ୍ଷଣ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏଥିସହ ୧୨ଟି ଉଦ୍ୟାନକୃଷି କ୍ଲଷ୍ଟରର ମଧ୍ୟ ଉଦ୍ଘାଟନ କରିବେ ମୋଦୀ। …
Coverage Details
Total News Sources1
Leaning Left0Leaning Right0Center0Last UpdatedNo sources with tracked biases.
Bias Distribution
- There is no tracked Bias information for the sources covering this story.
Factuality
To view factuality data please Upgrade to Premium






