ସାପ କାମୁଡ଼ାରେ ମାଆ ପୁଅ ମୃତ, ବଞ୍ଚିଗଲେ ବାପା ଓ ଝିଅ
1 Articles
1 Articles
ସାପ କାମୁଡ଼ାରେ ମାଆ ପୁଅ ମୃତ, ବଞ୍ଚିଗଲେ ବାପା ଓ ଝିଅ
ଭୁବନେଶ୍ବର: ବିଳମ୍ବିତ ରାତିରେ ସାପ କାମୁଡ଼ାରେ ମା’ ଓ ୭ ବର୍ଷର ପୁଅଙ୍କର ଅଭାବନୀୟ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଜଲାଙ୍ଗ ପଞ୍ଚାୟତର କଡମ୍ବାତାଳ ଗ୍ରାମରେ ଗୁରୁବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଲଳିତା ରଇତ (୩୦) ଓ ତାଙ୍କ ୭ ବର୍ଷର ପୁଅ ଅମିତ। ସୌଭାଗ୍ୟବଶତଃ ଘରେ ସାଙ୍ଗରେ ଶୋଇଥିବା ସ୍ୱାମୀ ଅଜୟ କୁମାର ବଡ଼ରଇତ ଓ ଦେଢ଼ ବର୍ଷର କନ୍ୟା ସୁରକ୍ଷିତ ଅଛନ୍ତି। ଖବରରୁ ପ୍ରକାଶ ଯେ, ରାତିରେ ପରିବାର ସଦସ୍ୟ ଶୋଇଥିବା ବେଳେ ଘର ଭିତରେ ଦୁଇଟି ଚିତି ସାପ ପଶି ଲଳିତା ଓ ଅମିତଙ୍କୁ କାମୁଡ଼ି ଦେଇଥିଲେ। ପରିବାର ଲୋକେ …
Coverage Details
Bias Distribution
- There is no tracked Bias information for the sources covering this story.
Factuality
To view factuality data please Upgrade to Premium
